A bulldozer fell on Kishore Vaina Hotel
ଓଡ଼ିଶା  ଅପରାଧ 

କିଶୋର ଭାଇନା ହୋଟେଲ ଉପରେ ଚଢିଲା ବୁଲଡୋଜର

କିଶୋର ଭାଇନା ହୋଟେଲ ଉପରେ ଚଢିଲା ବୁଲଡୋଜର   ଭୁବନେଶ୍ୱର : ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲ ଉପରେ ଚଢିଲା ବିଏମ୍ସି ର ବୁଲଡୋଜର । ଅପମିଶ୍ରିତ ଖାଦ୍ୟ ଓ ସ୍ୱଚ୍ଛତା ଠିକ୍ ନଥିବାରୁ କିଶୋର ମଟନ୍‌ ହୋଟେଲ କୁ ଦୁଇ ଦିନ ପୂର୍ବରୁ ସିଲ୍ କରାଯାଇଥିଲା I ଏପରିକି କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇନ୍ କରାଯାଇଥିବା ନେଇ ଟ୍ୱିଟ୍ କରି BMC ସୂଚନା ଦେଇଥିଲା । କିନ୍ତୁ ସିଲ୍ ହେବାର ଗୋଟିଏ ଦିନ ପରେ ହୋଟେଲ୍ ଖୋଲି ପୂର୍ବଭଳି […]
Read More...

Advertisement