9000 covid cases in Odisha
ଓଡ଼ିଶା 

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୦ ଟପିଲା

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୦ ଟପିଲା ଭୁବନେଶ୍ୱର: ଜୁଲାଇ ୫: ଓଡ଼ିଶାରେ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ I କ୍ରମାଗତ ତିନି ଦିନ ଧରି, ଦିନକୁ ପାଞ୍ଚଶହ ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I ସରକାରଙ୍କ ତଥ୍ୟ ଅନୁସାରେ, ଜୁଲାଇ ୨, ୩, ୪ ତାରିଖରେ ଯଥାକ୍ରମେ ୫୬୧,୪୯୫ ଏବଂ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି I ନୂଆକରି ଚିହ୍ନଟ ହେଇଥିବା ୪୬୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ, କଟକ ରୁ […]
Read More...

Advertisement