80 new corona cases
ଓଡ଼ିଶା 

ଓଡ଼ିଶାରେ ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୧୨୬୯ ରେ ପହଁଚିଲା

ଓଡ଼ିଶାରେ ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୧୨୬୯ ରେ ପହଁଚିଲା ଭୁବନେଶ୍ୱର: ମେ ୨୩: ଓଡ଼ିଶାରେ ଆଜି ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି l ଆଜି ଗଂଜାମ ଜିଲ୍ଲାରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୧୪ ଜଣ, ବାଲେଶ୍ୱର ରୁ ୩ ଜଣ,ପୁରୀ ରୁ ୧୭ ଜଣ, କଟକ ରୁ ଜଣେ,ସୁନ୍ଦରଗଡ ରୁ ୫ ଜଣ, ନୟାଗଡ ରୁ ୫ […]
Read More...

Advertisement