8 (Boys & Girls) Championship 2022
ଖେଳ  ଓଡ଼ିଶା 

ଆଇଏସ୍‌ଏଫ୍‌: କିସ୍‌ ଭଲିବଲ ଦଳ ଘୋଷିତ

ଆଇଏସ୍‌ଏଫ୍‌: କିସ୍‌ ଭଲିବଲ ଦଳ ଘୋଷିତ ଭୁବନେଶ୍ୱର : ଚଳିତ ମାସ ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ଆଇଏସ୍‌ଏଫ୍‌ ବିଶ୍ୱ ସ୍କୁଲ ଭଲିବଲ ଚାମ୍ପିଅନ୍‌ସିପ୍‌ ଆୟୋଜିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ କିସ୍‌ ସ୍କୁଲ ଭଲିବଲ ଟିମ୍‌ ଅଂଶଗ୍ରହଣ କରିବାକୁ ଯାଉଛି । ଗୁରୁବାର ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପାଇଁ କିସ୍‌ ଭଲିବଲ ଦଳ ଘୋଷଣା ହୋଇଛି । ବାଳକ ଦଳ ପାଇଁ ରଶ୍ମି ରଞ୍ଜନ ନନ୍ଦ, ବାଳିକା ଦଳ ପାଇଁ ସଂଗୀତା ଟୋେªା କୋଚ ମନୋନୀତ ହୋଇଛନ୍ତି । ବିଶ୍ୱଜିତ […]
Read More...

Advertisement