75th Independence Day
ଓଡ଼ିଶା 

ସ୍ୱାଧୀନତା ଦିବସ ସକାଶେ କୋଭିଡ୍‌ କଟକଣା ନିୟମ: ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବେନି ଛାତ୍ରଛାତ୍ରୀ

ସ୍ୱାଧୀନତା ଦିବସ ସକାଶେ କୋଭିଡ୍‌ କଟକଣା ନିୟମ: ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବେନି ଛାତ୍ରଛାତ୍ରୀ ଭୁବନେଶ୍ୱର: ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଏହାକୁ ନଜରେ ରଖି ରାଜ୍ୟ ସରକାର କୋଭିଡ୍‌ର ନୂଆ ନିୟମ ଆଣିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ପରେଡ୍‌ରେ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେ ନାହିଁ । କେବଳ ୩ଟି କଣ୍ଟିଜେଣ୍ଟ୍‌ ଏହି ପରେଡ୍‌ରେ ସାମିଲ ହେବେ । ଓଏସଏପି, ଓଡ୍ରାଫ୍‌ ଓ ବିଏସଏଫ୍‌ ପରେଡ୍‌ରେ ସାମିଲ ହେବେ । ସରକାରଙ୍କ ନୂଆ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ- * ସ୍ୱାଧୀନତା ଦିବସ ସମାରୋହରେ […]
Read More...
ଓଡ଼ିଶା 

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନୂଆ ଗାଇଡଲାଇନ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନୂଆ ଗାଇଡଲାଇନ ଭୁବନେଶ୍ୱର : ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ନୂଆ ଗାଇଡଲାଇ ଜାରି କରିଛନ୍ତି । ଏହି ଗାଇଡଲାଇନ୍‌ ଅନୁସାରେ, ବ୍ୟକ୍ତିଗତ ଭାବରେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ମିଳିଛି । ପତାକା ଉତ୍ତୋଳନ ସମୟରେ କୋଭିଡ୍‌ କଟକଣାକୁ ମାନିବାକୁ ଏସ୍‌ଆର୍‌ସିଙ୍କ ନୂଆ ଗାଇଡଲାଇନରେ ଦର୍ଶାଯାଇଛି ।
Read More...
ଓଡ଼ିଶା 

ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ସେବା ପାଇଁ ୫ ଓଡ଼ିଆଙ୍କୁ ରାଷ୍ଟ୍ରପତି ପଦକ

ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ସେବା ପାଇଁ ୫ ଓଡ଼ିଆଙ୍କୁ ରାଷ୍ଟ୍ରପତି ପଦକ ଭୁବନେଶ୍ୱର: ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବାକୁ ଓଡ଼ିଶାର ୫ ଜଣ କର୍ମଚାରୀ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଗୃହରକ୍ଷୀ କମ୍ପାନୀ କମାଣ୍ଡର ଜୟନ୍ତ କୁମାର ପଟେଲ, ଗୃହରକ୍ଷୀ ରବିନ୍ଦ୍ର କୁମାର ମଲ୍ଲିକ, ଗୃହରକ୍ଷୀ ମାୟାଧର ସୂତାର, ବେସାମରିକ ପ୍ରତିରକ୍ଷା ସେ୍ୱଚ୍ଛାସେବୀ ବି. ରାଜ କିଶୋର ସିଂ ଏବଂ ସୁରଜ ହେମ୍ରମ୍‌ । ଦେଶର ମୋଟ୍‌ ୪୨ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା […]
Read More...

Advertisement