70-year-old American
ବିଶ୍ବ 

୧୪ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ରେକର୍ଡ କଲେ ୭୦ ବର୍ଷୀୟ

୧୪ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ରେକର୍ଡ କଲେ ୭୦ ବର୍ଷୀୟ ଆମେରିକାର ୭୦ ବର୍ଷୀୟ ମାଇକେଲ୍‌ କିସ୍‌ ପ୍ରମାଣ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା । ନିକଟରେ ସେ ୧୪ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ୧୦୦ ମିଟରର ଦୌଡ଼ ସମାପ୍ତ କରିଛନ୍ତି । କିସ୍‌ଙ୍କର ଏହି ଅଦମ୍ୟ ସାହାସ ଏବଂ ବିଶ୍ୱାସ ସମଗ୍ର ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛି । ସୋସିଆଲ ମିଡିଆରେ ତାଙ୍କର ଏହି ସଫଳତାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସମସ୍ତେ କିସ୍‌ଙ୍କର […]
Read More...

Advertisement