7 teachers Wage closure order
ଜିଲ୍ଲା 

ଡିଇଓଙ୍କ ଅଚାନକ ପରିଦର୍ଶନ: ୭ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଡିଇଓଙ୍କ ଅଚାନକ ପରିଦର୍ଶନ: ୭ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସ୍କୁଲରେ ଅନୁପସ୍ଥିତ ଥିବା ୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠ ଜାଣୁନାହାନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଡିଇଓ ଶ୍ରୀମତୀ ମୁର୍ମୁ ପ୍ରଥମେ ଠଙ୍ଗୋ ୟୁପି ସ୍କୁଲରେ ସକାଳ ୯ଟା ୧୫ରେ ପହଞ୍ଚିଥିଲେ । ସ୍କୁଲରେ ୪ […]
Read More...

Advertisement