7 people died in asam flood
ଦେଶ- ବିଦେଶ 

ଆସାମରେ ବନ୍ୟା ପରିସ୍ଥିତି: ୭ ମୃତ

ଆସାମରେ ବନ୍ୟା ପରିସ୍ଥିତି: ୭ ମୃତ ଆସାମ: ମଇ ୧୮: ଆସାମରେ ବନ୍ୟା ବିଭୀଷିକା ଜାରି ରହିଛି । ୨୪ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂÕଳନ ଯୋଗୁଁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ‘ରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦିମା ହସାଓ ସମେତ ଆହୁରି କିଛି ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଛି । ପରିସ୍ଥିତିକୁ ଦେଖି ସେନା ଯବାନମାନଙ୍କୁ ଉଦ୍ଧାର […]
Read More...

Advertisement