64th Annual Grammy Awards
ମନୋରଞ୍ଜନ  ବିଶ୍ବ 

ଚଳିତ ବର୍ଷ ହେବନି ଗ୍ରାମୀ ଆୱାର୍ଡ୍ସ

ଚଳିତ ବର୍ଷ ହେବନି ଗ୍ରାମୀ ଆୱାର୍ଡ୍ସ ନୂଆଦିଲ୍ଲୀ: ଜାନୁଆରୀ ୦୬: ଗତ କିଛି ବର୍ଷ ହେବ କରୋନାର କାୟା ସମଗ୍ର ବିଶ୍ୱକୁ କରାୟତ କରି ରଖିଥିଲା। ଏଥିପାଇଁ ସାଧାରଣ ଜୀବନ ଚର୍ଜ୍ୟାରେ ବିଶେଷ ପ୍ରଭାବ ପଡିଛି। କରୋନା ପାଇଁ ମନୋରଞ୍ଜନ ବା ସିନେ ଜଗତ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ଅନୁଭବ୍ୟ । ତେବେ କିଛି ଦିନର ବିରାମ ପରେ କରୋନା ପୁଣି ନିଜ କାୟା ବିସ୍ତାର କରିଛି ଓମିକ୍ରନ ଭାରିଆଣ୍ଟ ରୂପରେ । ଏଥିପାଇଁ ସତର୍କ ହୋଇଛନ୍ତି ବିଭିନ୍ନ ରାଜ୍ୟର ସରକାର । […]
Read More...

Advertisement