63 new COVID cases in Odisha
ଓଡ଼ିଶା 

୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୨୩ ହେଲା

୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୨୩ ହେଲା ଭୁବନେଶ୍ୱର: ମେ ୨୯: ଆଜି ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୨୩ କୁ ବୃଦ୍ଧି ପାଇଛି l ଗଂଜାମ ରେ ୪ ଜଣ ନୂଆ କରୋନା ଚିହ୍ନଟ ହେଇଥିବା ବେଳେ, ବାଲେଶ୍ୱର ରେ ୩, ଖୋର୍ଦ୍ଧା ୧୨, କଟକ ରେ ୩, ପୁରୀ ରେ ଜଣେ, ନୟାଗଡ ରେ ୭ ଜଣ, ବଲାଙ୍ଗୀର ରେ […]
Read More...

Advertisement