515 patients recover
ଓଡ଼ିଶା 

ଓଡ଼ିଶାରେ ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତି ଙ୍କ ସଂଖ୍ୟା ୧୨,୪୫୨ କୁ ବୃଦ୍ଧି

ଓଡ଼ିଶାରେ ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତି ଙ୍କ ସଂଖ୍ୟା ୧୨,୪୫୨ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୧୯: ଓଡ଼ିଶାରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ରାଜ୍ୟରେ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୧୨ ହଜାର ୪୫୨ ରେ ପହଂଚିଛି I ୫୧୫ ଜଣଙ୍କ ମଧ୍ୟରେ ଗଂଜାମ ର ୧୯୯ ଜଣ, ଖୋର୍ଦ୍ଧା ର ୮୦ ଜଣ, ଯାଜପୁର ର ୪୦ ଜଣ, ସୁନ୍ଦରଗଡ ର ୩୭ ଜଣ, କଟକ ର ୨୮ ଜଣ, କେନ୍ଦୁଝର ର ୨୦ ଜଣ, ଜଗତସିଂହପୁର ର ୧୮ […]
Read More...

Advertisement