50 covid patients cured in Odisha
ଓଡ଼ିଶା 

ଓଡ଼ିଶାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଓଡ଼ିଶାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ଭୁବନେଶ୍ୱର: ମେ ୨୧:ଓଡ଼ିଶାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏ ପର୍ଯ୍ୟନ୍ତ ରାଜ୍ୟରେ ୩୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ସାରିଲେଣି l ଆଜି ସୁସ୍ଥ ହେଇଥିବା ୫୦ ଜଣଙ୍କ ମଧ୍ୟରେ, ଗଂଜାମ ଜିଲ୍ଲାର ୨୨ ଜଣ, ବାଲେଶ୍ୱର ର ୧୫ ଜଣ, ଭଦ୍ରକ ର ୫ ଜଣ, ଯାଜପୁର ର ୩ ଜଣ, ବୌଦ ର ୩ ଜଣ ଏବଂ ମୟୁରଭଞ୍ଜ ଓ ରାଉରକେଲା ର ଜଣେ ଲେଖାଏଁ […]
Read More...

Advertisement