5 kilo hands
Feature 

୫ କିଲୋର ଦୁଇ ହାତ

୫ କିଲୋର ଦୁଇ ହାତ ଝାଡ଼ଖଣ୍ଡ: ୧୨ ବର୍ଷର କଲିମଙ୍କ ଗୋଟିଏ ହାତର ଓଜନ ପ୍ରାୟ ଅଢେଇ କିଲୋଗ୍ରାମ ଏବଂ ଦୁଇ ହାତର ଓଜନ ମିଶି ୫ କିଲୋଗ୍ରାମ । ଜନ୍ମରୁ ହିଁ ଏହି ବିଚିତ୍ର ହାତକୁ ନେଇ ଜନ୍ମ ହୋଇଛନ୍ତି ମହମ୍ମଦ କଲିମ । ତାଙ୍କର ଏହି ହାତ ପାଇଁ ସେ ବହୁଥର ଅପମାନିତ ହୋଇଛନ୍ତି । ପିଲାଟି ବେଳୁ ହିଁ ସେ ଏସବୁ ଅପମାନ ଶୁଣି ମଧ୍ୟ ନିଜକୁ ଦୁର୍ବଳ କରିନାହାନ୍ତି ବରଂ ନିଜର ଦୁର୍ବଳତାକୁ ହିଁ ଶକ୍ତି କରିଦେଇଛନ୍ତି […]
Read More...

Advertisement