5 deaths in Odisha
ଓଡ଼ିଶା 

ଓଡ଼ିଶାରେ ୫ କରୋନା ଆକ୍ରାନ୍ତ ମୃତ: ମୋଟ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି

ଓଡ଼ିଶାରେ ୫ କରୋନା ଆକ୍ରାନ୍ତ ମୃତ: ମୋଟ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୪: ଓଡ଼ିଶାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି I ସେମାନଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱର ର ହେଇଥିବାବେଳେ, ୩ ଜଣ ଗଂଜାମ ଜିଲ୍ଲାର I ଭୁବନେଶ୍ୱର ରୁ ମୃତ୍ୟୁବରଣ କରିଥିବା ଦୁଇ ଜଣ ପୁରୁଷ ବ୍ୟକ୍ତିଙ୍କର ବୟଷ ଯଥାକ୍ରମେ ୫୧ ଏବଂ ୬୪ ବର୍ଷ I ୫୧ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ Pleural Tuberculosis ରୋଗରେ ପୀଡିତ ଥିଲେ ଏବଂ ୬୪ ବର୍ଷ […]
Read More...

Advertisement