4100 covid-19 deaths in single day
ଦେଶ- ବିଦେଶ 

ହଠାତ୍‌ ବଢ଼ିଲା ଦେଶରେ କରୋନା ମୃତୁ୍ୟ ସଂଖ୍ୟା: ଦିନକରେ ୪ ହଜାରରୁ ଅଧିକ ମୃତ

ହଠାତ୍‌ ବଢ଼ିଲା ଦେଶରେ କରୋନା ମୃତୁ୍ୟ ସଂଖ୍ୟା: ଦିନକରେ ୪ ହଜାରରୁ ଅଧିକ ମୃତ ଦିଲ୍ଲୀ: ମାର୍ଚ୍ଚ ୨୬ :ଆଜି ଦିନକରେ ହଠାତ୍‌ ୪ ହଜାରରୁ ଅଧିକ କରୋନା ମୃତୁ୍ୟ ହୋଇଛି । ଯାହା ଏକ ଚିନ୍ତାଜନକ ବିଷୟ । ୨୪ ଘଣ୍ଟାରେ ଦେଶରେ ୪ ହଜାର ୧୦୦ କରୋନ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ଦେଶରେ ମୋଟ୍‌ ୫ ଲକ୍ଷ ୨୦ ହଜାର ୮୫୫ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର […]
Read More...

Advertisement