4 MORE NEW ESI HOSPITAL WILL BE OPEN IN THE STATE
ସ୍ୱାସ୍ଥ  ଓଡ଼ିଶା 

ରାଜ୍ୟରେ ଖୋଲିବ ଆଉ ୪ଟି ନୂଆ ଇଏସଆଇ ହସ୍ପିଟାଲ

ରାଜ୍ୟରେ ଖୋଲିବ ଆଉ ୪ଟି ନୂଆ ଇଏସଆଇ ହସ୍ପିଟାଲ ଭୁବନେଶ୍ୱର: ରାଜ୍ୟରେ ୪ଟି ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଅନୁମୋଦନ ମିଳିଛି। ଆଜି ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି ଯେ, ଓଡ଼ିଶାରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ନିମନ୍ତେ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ୪ଟି ଇଏସଆଇ ହସପିଟାଲ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଯାଜପୁରର ଡୁବୁରୀ, ପାରାଦୀପ ଓ ଝାରସୁଗୁଡ଼ାରେ ସ୍ଥାପନ ହେବ । ପାରାଦୀପରେ ୩୦ ବେଡ୍ […]
Read More...

Advertisement