4-member
ଓଡ଼ିଶା  ଅପରାଧ 

ଛତିଶଗଡ଼ରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା

ଛତିଶଗଡ଼ରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା ଛତିଶଗଡ଼ ରେ ଗୋଟିଏ ଓଡ଼ିଆ ପରିବାରର ୪ ସଦସ୍ୟଙ୍କୁ ନିର୍ମମ ହତ୍ୟା I ସଦସ୍ୟ ମାନଙ୍କ ମଧ୍ୟରେ ବାପା ,ମା’ଙ୍କ ସହିତ ଦୁଇ ପିଲା ମଧ୍ୟ ରହିଛନ୍ତି I ଘଟଣାଘଟିଛି ଛତିଶଗଡ଼ ରାଜ୍ୟ ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ I ସେଠାରେ ରହୁଥିବା ଏକ ଓଡ଼ିଆ ପରିବାରକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବଲାଙ୍ଗିର ଜିଲ୍ଲାର ଭୋଳାନାଥ ଯାଦବ(୩୪), ତାଙ୍କ ପତ୍ନୀ ନେନା ଯାଦବ (୩୦) ଓ ସେମାନଙ୍କ ୨ […]
Read More...

Advertisement