35 injured
ଦେଶ- ବିଦେଶ 

ଛଟ ପୂଜା ପ୍ରସାଦ ତିଆରି ବେଳେ ଅଘଟଣ,ଅଗ୍ନିକାଣ୍ଡ ଘଟି ୩୫ ଜଣ ଗୁରୁତ୍ତର

ଛଟ ପୂଜା ପ୍ରସାଦ ତିଆରି ବେଳେ ଅଘଟଣ,ଅଗ୍ନିକାଣ୍ଡ ଘଟି ୩୫ ଜଣ ଗୁରୁତ୍ତର ବିହାର: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଘଟିଯାଇଛି ବଡ଼ ଅଘଟଣ I ଛଟ୍ ପୂଜା ପ୍ରସାଦ ତିଆରି ଚାଲିଥିବାବେଳେ ସିଲିଣ୍ଡର ଲିକ ହୋଇ ଘଟି ଯାଇଛି ବଡ଼ ଧରଣର ଅଗ୍ନିକାଣ୍ଡ I ଏଥିରେ ପୋଡି ହୋଇ ୭ ଜଣ ପୋଲିସ କର୍ମଚାରୀଙ୍କ ସମେତ ୩୫ ଜଣ ଆହତ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି […]
Read More...

Advertisement