32 cases in Bhubaneswar
ଓଡ଼ିଶା 

ଭୁବନେଶ୍ୱର ରେ ଚିହ୍ନଟ ହେଲେ ୩୨ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର ରେ ଚିହ୍ନଟ ହେଲେ ୩୨ ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱର: ଜୁଲାଇ ୯: ଭୁବନେଶ୍ୱର ରେ ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୪ ଜଣ Quarantine case ଏବଂ ୧୮ ଜଣ local contact case I ସେହିପରି ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏହାକୁ ମିଶାଇ, ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ମୋଟ ୫୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି I ଅନ୍ୟପକ୍ଷରେ, ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ […]
Read More...

Advertisement