3 famous persons from Odisha received Padma Shri award
ଦେଶ- ବିଦେଶ  ଓଡ଼ିଶା 

ଓଡ଼ିଶାରୁ ୩ ପ୍ରସିଦ୍ଧ ବ୍ୟକ୍ତି ପାଇଲେ ପଦ୍ମଶ୍ରୀ ପୁରସ୍କାର

ଓଡ଼ିଶାରୁ ୩ ପ୍ରସିଦ୍ଧ ବ୍ୟକ୍ତି ପାଇଲେ ପଦ୍ମଶ୍ରୀ ପୁରସ୍କାର ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ଵିତୀୟ ପର୍ଯ୍ଯାୟ ପଦ୍ମ ପୁରସ୍କାର । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ପଦ୍ମବିଭୂଷଣ,୯ ଜଣ ପଦ୍ମଭୂଷଣ, ୯୧ […]
Read More...

Advertisement