3 DISTRICT
ଓଡ଼ିଶା 

ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩ ଜିଲ୍ଲା,କାରଣ ଅସ୍ପଷ୍ଟ

ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩ ଜିଲ୍ଲା,କାରଣ ଅସ୍ପଷ୍ଟ ଯାଜପୁର : ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ଶବ୍ଦ ଏତେ ଭୟଙ୍କର ଥିଲା ଯେ ହଠାତ କେଉଁଠି ବୋମା ବିସ୍ଫୋରଣ ହେଇଛି ବୋଲି ଜଣା ପଡୁଥିଲା I ଭୟଙ୍କର ଶବ୍ଦରେ ଘରର କବାଟ ଝରକା ଗୁଡିକ ମଧ୍ୟ ଥରିଥିଲା I ସୂଚନାନୁସାରେ ଆଜି ସକାଳ ୧୧ ଟା ବେଳକୁ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । କିଛି ସମୟ ପାଇଁ କେହି କିଛି ବୁଝି […]
Read More...

Advertisement