3 dead and 5 injured in the stampede
ଦେଶ- ବିଦେଶ 

ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ କାର୍ଯ୍ୟକ୍ରମ ବେଳେ ଦଳା ଚକଟାରେ ୩ ମୃତ ୫ ଆହତ

ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ କାର୍ଯ୍ୟକ୍ରମ ବେଳେ ଦଳା ଚକଟାରେ ୩ ମୃତ ୫ ଆହତ କୋଲକାତା : ମାଗଣା କମ୍ବଳ ନେବାକୁ ଆସି ଦଳା ଚକଟା ରେ ୩ ମୃତ I ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ I ବୁଧୁବାର ଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ର ଆସାନସୋଲରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା କମ୍ବଳ ବାଣ୍ଟିବା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା I ଶୁଭେନ୍ଦୁ ଅଧିକାରୀଙ୍କ ଭାଷଣ ପରେ କମ୍ବଳ ବଣ୍ଟା ଯାଇଥିଲା I ଯେତେବେଳେ କମ୍ବଳ ବଣ୍ଟା ଆରମ୍ଭ ହୋଇଥିଲା ସେହି ସମୟରେ ଲୋକମାନେ କମ୍ବଳ ପାଇବା […]
Read More...

Advertisement