28 CENTRES
ଓଡ଼ିଶା 

ଆସନ୍ତା କାଲିଠାରୁ ସ୍ପେସାଲ ଓଜେଇଇ, ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା କେନ୍ଦ୍ର

ଆସନ୍ତା କାଲିଠାରୁ ସ୍ପେସାଲ ଓଜେଇଇ, ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା କେନ୍ଦ୍ର ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ୱର ୩ରୁ ଆରମ୍ଭ ହେବାକୁ ଯାଉଛି ସ୍ପେସାଲ ଓଜେଇଇ ପରୀକ୍ଷା । ଏଥିପାଇଁ ୩ଟି ତାରିଖ ଧାର୍ଯ୍ୟ କରାଯାଇଛି I ସେହିଅନୁସାରେ ଏହା ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ଅନୁଷ୍ଠିତ ହେବ। ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା I ସ୍ପେସାଲ ଓଜେଇଇରେ ମୋଟ ୨୮,୬୨୦ ଜଣ […]
Read More...

Advertisement