22-time Slam champion Nadal
ଖେଳ  ବିଶ୍ବ 

ନାଡାଲଙ୍କ ସହ ଶେଷ ମ୍ୟାଚ ଖେଳିବେ ଫେଡେରର

ନାଡାଲଙ୍କ ସହ ଶେଷ ମ୍ୟାଚ ଖେଳିବେ ଫେଡେରର ଲଣ୍ଡନ : କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ସ୍ପେନ୍‌ ତାରକା ରାଫେଲ ନାଡାଲଙ୍କ ସହ ଖେଳିଆସିଥିବାସ୍ୱିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ନିଜର ବିଦାୟୀ ମ୍ୟାଚରେ ଏକାଠି ଖେଳିବାକୁ ଇଛା ଜାହିର କରିଛନ୍ତି । ଲଣ୍ଡନରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଲାଭେର କପ୍‌ ଫେଡେରଙ୍ର୍କ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ । ଏହି ମ୍ୟାଚରେ ସେ ଲମ୍ବା ସମୟର ପ୍ରତିଦ୍ୱନ୍ଦ୍ୱୀ ନାଡ଼ାଲଙ୍କୁ ସାଥୀ କରି ଖେଳିବାକୁ ଚାହାନ୍ତି ବୋଲି ବୁଧବାର କହିଛନ୍ତି । ଲାଭେର […]
Read More...

Advertisement