22 natural scents
ରାଜନୀତି 

ସମାଜବାଦୀ ଲଞ୍ଚ କଲା ଦଳୀୟ ଅତର

ସମାଜବାଦୀ ଲଞ୍ଚ କଲା ଦଳୀୟ ଅତର ଉତ୍ତରପ୍ରଦେଶ: ନଭେମ୍ବର ୦୯: ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ସକାଶେ ଉତ୍ତର ପ୍ରଦେଶରେ ଜୋର୍‌ଦାର ପ୍ରଚାର କାର୍ଯ୍ୟ ଚାଲିଛି । ରାଜନୈତିକ ଦଳମାନେ ଭଳିକି ଭଳି ଶୈଳୀ ଆପଣେଇ ଭୋଟରମାନଙ୍କ ଆକୃଷ୍ଟ କରିବା ପାଇ ନିଜ ନିଜର ଚେଷ୍ଟା ଚଲାଇଛନ୍ତି । ଏହାରି ଭିତରେ ସମାଜବାଦୀ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ଏକ ଦଳୀୟ ପରଫୁ୍ୟମ ବା ଅତର ଲଞ୍ଚ କରିଛନ୍ତି । ସେହି ଅତରକୁ ସପାର ଦଳୀୟ ନେତା ପୁଷ୍ପରାଜ […]
Read More...

Advertisement