200 special trains
ଦେଶ- ବିଦେଶ 

ଆସନ୍ତା କାଲିଠାରୁ ଚାଲିବ 200 ସ୍ଵତନ୍ତ୍ର ଟ୍ରେନ

ଆସନ୍ତା କାଲିଠାରୁ ଚାଲିବ 200 ସ୍ଵତନ୍ତ୍ର ଟ୍ରେନ ଦିଲ୍ଲୀ: ମେ ୩୧: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ ପରାମର୍ଶ କରି ରେଳ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରେଳବାଇର ରେଳ ସେବାକୁ ଆସନ୍ତାକାଲି ଅର୍ଥାତ ଜୁନ ପହିଲା, 2020 ଠାରୁ ଆଂଶିକ ଭାବେ ଚଳାଚଳ କରିବା ଲାଗି ନିଷ୍ପତ୍ତି ନେଇଛି । ପ୍ରଥମ ଦିନରେ 200 ଟ୍ରେନ ଚଳାଚଳ କରିବ ଏବଂ ଏଥିରେ 1.45 ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିବେ। ଟ୍ରେନଗୁଡ଼ିକର ତାଲିକା ନିମ୍ନରେ ଦିଆଯାଇଛି ସଂଲଗ୍ନକ (ନିମ୍ନରେ […]
Read More...

Advertisement