2 terrorists killed in Jammu
ଦେଶ- ବିଦେଶ 

ଜମ୍ମୁଏନ୍‌କାଣ୍ଟରରେ ଆତଙ୍କବାଦୀ ନିହତ: ୫ ଯବାନ ଆହତ, ଆହତ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଜମ୍ମୁଏନ୍‌କାଣ୍ଟରରେ ଆତଙ୍କବାଦୀ ନିହତ: ୫ ଯବାନ ଆହତ, ଆହତ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଜମ୍ମୁ: ଏପ୍ରିଲ ୨୨: ଗତ ରାତିରେ ଜମ୍ମୁ ସ୍ଥିତ ଜଲାଲାବାଦ ସୁଞ୍ଜୱାନ୍‌ ଅଞ୍ଚଳରେ ‘ସିଆଇଏସ୍‌ଏଫ୍‌’ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ଜଣ ଆତଙ୍କବାଦୀ ଏନ୍‌କାଣ୍ଟରରେ ନିହତ ହୋଇଛନ୍ତି । ତେବେ ଏହି ଘଟଣାରେ ସିଆଇଏସ୍‌ଏଫ୍‌ର ପ୍ରାୟ ୯ଜଣ ଯବାନ ଆହତ ହୋଇଥିବା ବେଳେ ଜଣ ଅଧିକାରୀ ସହିଦ୍‌ ହୋଇଥିବା ସୂଚନା ମିଳିଛି । ସହିଦ୍‌ ଅଧିକାରୀ ହେଲେ- ଆସିଷ୍ଟାଣ୍ଟ୍‌ ସବ୍‌ ଇନ୍‌ସ୍ପେକ୍‌ଟର୍‌ ଏସ୍‌. ପି. ପଟେଲ୍‌ । ଆହତ ହୋଇଥିବା ଯବାନମାନଙ୍କ […]
Read More...

Advertisement