2-hour Non-stop Ballet
ମନୋରଞ୍ଜନ 

ଲଗାତାର ୨ ଘଣ୍ଟା ନାଚିଲେ ହେମା

ଲଗାତାର ୨ ଘଣ୍ଟା ନାଚିଲେ ହେମା ନାଗପୁର: ବଲିଉଡ୍‌ର ଅନ୍ୟତମ ନିପୁଣା ଅଭିନେତ୍ରୀ ହେମା ମାଳିନୀ ତାଙ୍କ ନୃତ୍ୟ ପାଇଁ ସାରା ବିଶ୍ୱରେ ପରିଚିତ । ସେ ସର୍ବଦା ବିଭିନ୍ନ ଷ୍ଟେଜ୍‌ ଶୋ ଏବଂ ମଞ୍ଚରେ ନିଜ ନୃତ୍ୟ ପରିବେଷଣ କରିଥାନ୍ତି । ଏବେ ୭୩ ବର୍ଷୀୟା ହେମା ମାଳିନୀ ନିଜର ସମ୍ପ୍ରତ୍ତି ଡାନ୍ସ ଶୋ’ର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିକଟରେ ନାଗପୁରରେ ଆୟୋଜିତ ରାଧା ରାସା ବିହାରୀ ବାଲେଟ୍‌ରେ ସେ ଲଗାତାର ୨ ଘଣ୍ଟା ଧରି ନୃତ୍ୟ ପ୍ରଦର୍ଶନ […]
Read More...

Advertisement