2 dead body found from train track
ଜିଲ୍ଲା  ଅପରାଧ 

ଟ୍ରେନ୍‌ ଟ୍ରାକରୁ ମିଳିଲା ପ୍ରେମି ଯୁଗଳଙ୍କ ମୃତଦେହ

ଟ୍ରେନ୍‌ ଟ୍ରାକରୁ ମିଳିଲା ପ୍ରେମି ଯୁଗଳଙ୍କ ମୃତଦେହ ସମ୍ବଲପୁର: ଅପ୍ରେଲ ୧୪: ସମ୍ବଲପୁର ଷ୍ଟେସନରେ ଅଭାବନୀୟ ଘଟଣା । ବିଖଣ୍ଡିତ ଅବସ୍ଥାରେ ରେଲ୍ୱେ ଟ୍ରାକ୍ ନିକଟରେ ପଡ଼ିଛି ଯୁବକ, ଯୁବତୀଙ୍କ ମୃତଦେହ। ହୀରାକୁଦ ଷ୍ଟେସନ ନିକଟ ଏ.କଟାପାଲି ଓଭରବ୍ରିଜ ତଳେ ମିଳିଛି ଦୁଇଟି ଛିନ୍ନବିଛିନ୍ନ ମୃତଦେହ। ଉଭୟଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଉଭୟ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ହତ୍ୟା କରାଯାଇ ରେଲ୍ୱେ ଟ୍ରାକ୍ ନିକଟରେ ଫିଙ୍ଗି ଦିଆଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନସୁଦ୍ଧା […]
Read More...

Advertisement