1st to 8th Class School reopen
ଦେଶ- ବିଦେଶ 

ସେପଟେମ୍ବରରୁ ଏମ୍‌ପିରେ ଶ୍ରେଣୀଗୃହରେ ପାଠ ପଢ଼ିପାରିବେ ପିଲା

ସେପଟେମ୍ବରରୁ  ଏମ୍‌ପିରେ ଶ୍ରେଣୀଗୃହରେ ପାଠ ପଢ଼ିପାରିବେ ପିଲା ଦିଲ୍ଲୀ: ଅଗଷ୍ଟ ୨୫: ମଧ୍ୟପ୍ରଦେଶରରେ କରୋନା ସଂକ୍ରମଣ କମିବାରେ ଲାଗିଛି । କରୋନା ସ୍ଥିତିକୁ ନିୟନ୍ତ୍ରଣରେ ରହିଥିବା ଦେଖି ରାଜ୍ୟ ସରକାର ଆସନ୍ତା ମାସ ସେପଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରାଥମିକ ବିଦ୍ୟାଳୟ(୧ମ ରୁ ୮ମ ଶ୍ରେଣୀ) ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୋଭିଡ ପ୍ରୋଟୋକଲ୍‌କୁ ପାଳନ କରି ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର ପ୍ରକାଶ କରିଛନ୍ତି । ୧ମ ଶ୍ରେଣୀରୁ ୫ମ ଶ୍ରେଣୀ ପିଲା […]
Read More...

Advertisement