1987-batch Indian Foreign Service (IFS) officer
ଦେଶ- ବିଦେଶ 

ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ରୁଚିରା କାମ୍ବୋଜ

ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ରୁଚିରା କାମ୍ବୋଜ ଦିଲ୍ଲୀ: ଜୁନ୍‌ ୨୨: ନୁ୍ୟୟର୍କ ସ୍ଥିତ ଜାତିସଂଘରେ ଖୁବ୍‌ ଶିଘ୍ର ସ୍ଥାୟୀ ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ଅଫିସର୍‌ ରୁଚିରା କାମ୍ବୋଜ । ଏନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଛି । ରୁଚିରା ଏବେ ଭୁଟାନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି । ସେ ହେଉଛନ୍ତି ଜାତିସଂଘର ବର୍ତ୍ତମାନର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ.ତିରୁମୂର୍ତ୍ତିଙ୍କ ଉତ୍ତରାଧିକାରୀ । ତେବେ ପୂର୍ବରୁ ସେ ୨୦୦୨-୦୫ରୁ ନ୍ୟୁୟର୍କରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନରେ […]
Read More...

Advertisement