191 drones entered into India from Pak in last 9 months
ଦେଶ- ବିଦେଶ 

ଗତ ୯ ମାସ ମଧ୍ୟରେ ଭାରତରେ ପଶିଛି ୧୯୧ ପାକିସ୍ତାନୀ ଡ୍ରୋନ୍‌

ଗତ ୯ ମାସ ମଧ୍ୟରେ ଭାରତରେ ପଶିଛି ୧୯୧ ପାକିସ୍ତାନୀ ଡ୍ରୋନ୍‌ ନୂଆଦିଲ୍ଲୀ: ପାକିସ୍ତାନ କେବେ ବି ନିଜ ପ୍ରକୃତି ଛାଡିବନିଛ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିଥାଏ । ତେବେ ଏହା ମଧ୍ୟରୁ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗତ ୯ ମାସ ମଧ୍ୟରେ ପଡୋଶୀ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ୧୯୧ଟି ଡ୍ରୋନ୍‌ ବେଆଇନ ଭାବେ ପ୍ରବେଶ କରିଛି । ପାକିସ୍ତାନ ପାଶ୍ୱର୍ରୁ ଏଭଳି ଡ୍ରୋନ ପ୍ରବେଶ ଉପରେ ନଜର ରଖିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ- […]
Read More...

Advertisement