190.67 cr vaccine doses
ଦେଶ- ବିଦେଶ 

ଦେଶରେ ବଢ଼ିଛି କରୋନା ମୃତୁ୍ୟ ସଂଖ୍ୟା: ୨୪ ଘଣ୍ଟାରେ ୫୪ ଜଣ ସଂକ୍ରମିତ ମୃତ

ଦେଶରେ ବଢ଼ିଛି କରୋନା ମୃତୁ୍ୟ ସଂଖ୍ୟା: ୨୪ ଘଣ୍ଟାରେ ୫୪ ଜଣ ସଂକ୍ରମିତ ମୃତ ଦିଲ୍ଲୀ: ମେ ୧୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୯୭ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୧୦ ହଜାର ୫୮୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୨, ୯୮୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ […]
Read More...

Advertisement