190.00 cr vaccine dose
ଦେଶ- ବିଦେଶ 

ଦେଶରେ ସ୍ଥିର ରହିଛି କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୩, ୮୦୫ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ମୃତ

ଦେଶରେ ସ୍ଥିର ରହିଛି କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୩, ୮୦୫ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ମୃତ ଦିଲ୍ଲୀ: ମେ ୦୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୮୦୫ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୯୮ ହଜାର ୭୪୩ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୩, ୧୬୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ […]
Read More...

Advertisement