186.38cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୯୭୫ ଜଣ କରୋନାରେ ସଂକ୍ରମିତ ଏବଂ ୪ ମୃତ

୨୪ ଘଣ୍ଟାରେ ଦେଶରେ ୯୭୫ ଜଣ କରୋନାରେ ସଂକ୍ରମିତ ଏବଂ ୪ ମୃତ ଦିଲ୍ଲୀ: ଏପ୍ରିଲ ୧୬ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୫ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୪୦ ହଜାର ୯୪୭ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୭୯୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ […]
Read More...

Advertisement