185.55 cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧,୧୫୦ ଜଣ କରୋନାରେ ସଂକ୍ରମିତ ଏବଂ ୮୩ ମୃତ

୨୪ ଘଣ୍ଟାରେ ଦେଶରେ ୧,୧୫୦ ଜଣ କରୋନାରେ ସଂକ୍ରମିତ ଏବଂ ୮୩ ମୃତ ଦିଲ୍ଲୀ: ଏପ୍ରିଲ ୦୯ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୫୦ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୩୪ ହଜାର ୨୧୭ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୧ ହଜାର ୧୯୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି […]
Read More...

Advertisement