185.38 cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧,୧୦୯ ଜଣ କରୋନାରେ ସଂକ୍ରମିତ ଏବଂ ୪୩ ମୃତ

୨୪ ଘଣ୍ଟାରେ ଦେଶରେ ୧,୧୦୯ ଜଣ କରୋନାରେ ସଂକ୍ରମିତ ଏବଂ ୪୩ ମୃତ ଦିଲ୍ଲୀ: ଏପ୍ରିଲ ୦୮ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧, ୧୦୯ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୩୩ ହଜାର ୦୬୭ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୧ ହଜାର ୨୧୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ […]
Read More...

Advertisement