183.53 cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧, ୨୫୯ କରୋନା ସଂକ୍ରମଣ ଚିହ୍ନଟ ଓ ୧, ୭୦୫ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୧, ୨୫୯ କରୋନା ସଂକ୍ରମଣ ଚିହ୍ନଟ ଓ ୧, ୭୦୫ ସୁସ୍ଥ ଦିଲ୍ଲୀ: ମାର୍ଚ୍ଚ ୨୯ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୫୯ ରହିଛି ଏବଂ ୧ ହଜାର ୭୦୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୮୫ ହଜାର ୫୩୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୩୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି […]
Read More...

Advertisement