183.26 cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧, ୨୭୦ କରୋନା ସଂକ୍ରମଣ ଚିହ୍ନଟ ଓ ୧, ୫୬୭ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୧, ୨୭୦ କରୋନା ସଂକ୍ରମଣ ଚିହ୍ନଟ ଓ ୧, ୫୬୭ ସୁସ୍ଥ ଦିଲ୍ଲୀ: ମାର୍ଚ୍ଚ ୨୮ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୭୦ ରହିଛି ଏବଂ ୧ ହଜାର ୫୬୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୮୩ ହଜାର ୮୨୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୩୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି […]
Read More...

Advertisement