179.53 cr vaccine doses
ଦେଶ- ବିଦେଶ 

ଦେଶରେ କରୋନା ସୁସ୍ଥତାବଢ଼ୁଛି: ୨୪ ଘଣ୍ଟାରେ ୬, ୫୫୪ ସୁସ୍ଥ ଓ ୪, ୧୮୪ ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସୁସ୍ଥତାବଢ଼ୁଛି: ୨୪ ଘଣ୍ଟାରେ ୬, ୫୫୪ ସୁସ୍ଥ ଓ ୪, ୧୮୪ ସଂକ୍ରମିତ ଚିହ୍ନଟ ଦିଲ୍ଲୀ: ମାର୍ଚ୍ଚ ୧୦ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୧୮୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୬ ହଜାର ୫୫୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୨୦ ହଜାର ୧୨୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି […]
Read More...

Advertisement