176.52 cr vaccine doses
ଦେଶ- ବିଦେଶ 

ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୪ ହଜାର ୧୪୮ ଜଣ ସଂକ୍ରମିତ ଏବଂ ୩୦ ହଜାରରୁ ଅଧିକ ସୁସ୍ଥ

ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୪ ହଜାର ୧୪୮ ଜଣ ସଂକ୍ରମିତ ଏବଂ ୩୦ ହଜାରରୁ ଅଧିକ ସୁସ୍ଥ ଦିଲ୍ଲୀ: ଫେବୃଆରୀ ୨୪ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୧୪୮ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୪୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୨ ଲକ୍ଷ ୧୯ ହଜାର […]
Read More...

Advertisement