168.47 cr vaccine doses
ଦେଶ- ବିଦେଶ 

ଦେଶରେ ୫ ଲକ୍ଷକୁ ଟପିଲା କରୋନା ସଂକ୍ରମିତଙ୍କ ମୃତୁ୍ୟ ସଂଖ୍ୟା

ଦେଶରେ ୫ ଲକ୍ଷକୁ ଟପିଲା କରୋନା ସଂକ୍ରମିତଙ୍କ ମୃତୁ୍ୟ ସଂଖ୍ୟା ଦିଲ୍ଲୀ: ଫେବୃଆରୀ ୦୪ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଥିଲା ବେଳେ ମୃତୁ୍ୟ ସଂଖ୍ୟା ବଢ଼ୁଛି । ଯାହା ଏକ ଚିନ୍ତାର ବିଷୟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୯୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୪୬ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୫. […]
Read More...

Advertisement