152.89 cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଲକ୍ଷେ ୬୦ ହଜାର ଉପରକୁ ଆକ୍ରାନ୍ତ, ଓମିକ୍ରନ୍‌ ସଂଖ୍ୟା ୪ ହଜାରକୁ ବୃଦ୍ଧି

୨୪ ଘଣ୍ଟାରେ ଲକ୍ଷେ ୬୦ ହଜାର ଉପରକୁ ଆକ୍ରାନ୍ତ, ଓମିକ୍ରନ୍‌ ସଂଖ୍ୟା ୪ ହଜାରକୁ ବୃଦ୍ଧି ଦିଲ୍ଲୀ: ଜାନୁଆରୀ ୧୧ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୮ ହଜାର ୦୬୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୬, ୫୬୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୬.୯୫୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୫ ଲକ୍ଷ ୭୦ ହଜାର ୦୬୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା […]
Read More...

Advertisement