144 act
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜସ୍ଥାନରେ ୧୪୪ ଧାରା ଜାରି
Published On
By Samaya Live
ରାଜସ୍ଥାନ: ଜୁନ ୨୯: ରାଜସ୍ଥାନରେ ଲାଗୁ ହେଲା ୧୪୪ ଧାରା । ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବାବେଳେ ୬୦୦ ପୋଲିସ୍ କର୍ମୀଙ୍କୁ ମୁତୟନ କରାଯାଇଛି । ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି । ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି […]
ସିଂହନାଥ ପୀଠରେ ୧୪୪ ଧାରା ଜାରି
Published On
By Samaya Live
ନରସିଂହପୁର: ଜାନୁଆରୀ ୧୩: କରୋନ। ସଂକ୍ରମଣକୁ ଦୃଷ୍ଟିରେ ରଖି, ଆଜିଠୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବେଳ।ଭୂମି ବନ୍ଦ ରଖିବ।କୁ ନିଷ୍ପତି ନେଇଛି ଜିଲ୍ଲ। ପ୍ରଶ।ସନ । ଗୋପ।ଳପୁର, ସୋନପୁର ସମେତ ଜିଲ୍ଲ।ର ସମସ୍ତ ବେଳ।ଭୂମି ବନ୍ଦ ରହିବ । ଆଗକୁ ମକର ସଂକ୍ର।ନ୍ତିକୁ ନଜରରେ ରଖି ଏପରି କରାଯାଇଛି । ସେପଟେ ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନ।ଥଙ୍କ ପୀଠରେ ୧୪୪ ଧ।ର। ଜ।ରି ହୋଇଛି । ଐତିହ।ସିକ ବ।ଲି ମକରମେଳ। ପାଇଁ କଟକଣ। ଜ।ରି […]
ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା
Published On
By Samaya Live
ପୁରୀ: ନଭେମ୍ବର ୦୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ସକାଶେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁସାରେ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠି ଜାଳିବେ ନାହିଁ ବୋଲି କଟକଣା ରହିଛି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ସେହିପରି କାଳିପୂଜା ଅବସରରେ ୪ ଓ […]
୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍ ଫୋର୍ସ
Published On
By Samaya Live
ଭବାନୀପାଟଣା,ଅକ୍ଟୋବର ୧୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍ଟୋବର ୧୩ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥିନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତର ଯାତ୍ରା ନିମନ୍ତେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ସେହିଭଳି ଆସନ୍ତା ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ଦିନ ୧୨ ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା […]

