136 cases in Odisha
ଓଡ଼ିଶା 

ଓଡ଼ିଶାରେ ୧୩୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୩୮୬ ହେଲା

ଓଡ଼ିଶାରେ ୧୩୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୩୮୬ ହେଲା ଭୁବନେଶ୍ୱର: ଜୁନ ୧୧: ରାଜ୍ୟରେ ୧୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୩୮୬ ରେ ପହଂଚିଛି I ସଂକ୍ରମିତ ହେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ, ୫୪ ଜଣ ଏନଡିଆରଏଫ/ଓଡ୍ରାଫ ର କର୍ମଚାରୀ ଅଛନ୍ତି I ସୂଚନା ଅନୁସାରେ, ଏମାନେ ସମସ୍ତେ ପଶ୍ଚିମବଙ୍ଗ କୁ ଅଃମ୍ପନ ଡିଉଟି ରେ ଯାଇଥିଲେ I ତା ସହିତ, ଖୋର୍ଦ୍ଧା ରୁ ୧୭ ଜଣ, ଗଂଜାମ ରୁ ୩ […]
Read More...

Advertisement