136.66 cr vaccine doses
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୭,୧୪୫ କରୋନା ସଂକ୍ରମିତ ଏବଂ ୨୮୯ ମୃତ

୨୪ ଘଣ୍ଟାରେ ଦେଶରେ ୭,୧୪୫ କରୋନା ସଂକ୍ରମିତ ଏବଂ ୨୮୯ ମୃତ ଦିଲ୍ଲୀ: ଡିସେମ୍ବର ୧୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୧୪୫ ରହିଛି । ୨୪ ଘଣ୍ଟା ମଧ୍ୟରେ ୮, ୭୦୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୧ ଲକ୍ଷ ୭୧ ହଜାର ୪୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮୪ ହଜାର […]
Read More...

Advertisement