119 patients recovered
ଓଡ଼ିଶା 

ଓଡିଶାରେ ଆଜି ୧୧୯ ସୁସ୍ଥ; କରୋନା ରୋଗରୁ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୨୪୫

ଓଡିଶାରେ ଆଜି ୧୧୯ ସୁସ୍ଥ; କରୋନା ରୋଗରୁ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୨୪୫ ଭୁବନେଶ୍ୱର : ଜୁନ ୦୧: ଓଡ଼ିଶାରେ ଆଜି ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୧୨୪୫ କୁ ବୃଦ୍ଧି ପାଇଲା I ଆଜି ଯାଜପୁର ଜିଲ୍ଲା ରୁ ସର୍ବାଧିକ ୬୦ ଜଣ ରୋଗୀ ସୁସ୍ଥ ହେଇଛନ୍ତି I କଟକ ରୁ ୧୩, କେନ୍ଦ୍ରାପଡ଼ା ରୁ ୧୨, ଗଜପତି ରୁ ୯, ନୟାଗଡ ରୁ ୬, ସୁନ୍ଦରଗଡ ରୁ ୫ ଜଣ ସୁସ୍ଥ ହେଇଥିବା ବେଳେ, […]
Read More...

Advertisement