117.63 cr vaccine doses
ଦେଶ- ବିଦେଶ 

ଦେଶରେ କମିଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୭, ୫୭୯ ସଂକ୍ରମିତ ଏବଂ ୨୩୬ ମୃତ

ଦେଶରେ କମିଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୭, ୫୭୯ ସଂକ୍ରମିତ ଏବଂ ୨୩୬ ମୃତ ଦିଲ୍ଲୀ: ନଭେମ୍ବର ୨୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭, ୫୭୯ ରହିଛି । ଗତ କାଲି ସଂକ୍ରମିତଙ୍କ ସଂଖ୍ୟା ୮, ୪୮୮ ରହିଥିଲା । ଧୀରେ ଧୀରେ କରୋନା ସଂକ୍ରମଣ କମିବାକୁ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୨୦୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୩୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ […]
Read More...

Advertisement