11000 loud speaker withdrew from up
ଦେଶ- ବିଦେଶ 

ୟୁପିରୁ ହଟିଲା ୧୧ ହଜାର ଲାଉଡ ସ୍ପିକର୍‌

ୟୁପିରୁ ହଟିଲା ୧୧ ହଜାର ଲାଉଡ ସ୍ପିକର୍‌ ୟୁପି: ଅପ୍ରେଲ ୩୦୧: ବିଭିନ୍ନ ମସଜିଦରୁ ଲାଉଡ ସ୍ପିକର୍‌ ହଟିବା ମାମଲା । ଖାଲି ମସଜିଦ୍‌ ନୁହେଁ ବରଂ ମନ୍ଦିର, ମସଜିଦ ଠାରୁ ଚର୍ଚ୍ଚ ଓ ଗୁରୁଦ୍ୱାରା ପର୍ଯ୍ୟନ୍ତ ସବୁ ଧର୍ମାନୁଷ୍ଠାନରୁ ଖୋଲା ଚାଲିଛି ମାଇକ । ଯୁଦ୍ଧକାଳୀନ ଭିତ୍ତିରେ ମାଇକ୍‌ ହଟାଇବା ଅଭିଜାନରେ ୟୁପି ସରକାର । ଯେଉଁ ସ୍ଥାନମାନଙ୍କରେ ଲାଉଡ ସ୍ପିକର ଲଗାଇବାକୁ ଅନୁମତି ଦିଆଯାଇଛି, ସେସବୁର ଶବ୍ଦ ଯେପରି ପରିସର ବାହାରକୁ ନଯାଏଁ, ସେଥିପାଇଁ ତାଗିଦ କରାଯାଇଛି । ଏବେ ସୁଦ୍ଧା ପ୍ରାୟ […]
Read More...

Advertisement