10th CBSE Result
ଦେଶ- ବିଦେଶ 

CBSE ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଲା

CBSE ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଲା ନୂଆଦିଲ୍ଲୀ: ଜୁଲାଇ ୧୫: CBSE ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ୯୧.୪୬ % ଛାତ୍ରଛାତ୍ରୀ ଏହି ପରୀକ୍ଷା ରେ ଉତ୍ତୀର୍ଣ ହେଇଛନ୍ତି I ଗତ ବର୍ଷ ତୁଳନାରେ ପାସ ହାର ୦.୩୬ % ବୃଦ୍ଧି ପାଇଛି I ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୨୮% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଗୌହାଟି ରିଜିଅନରେ ସର୍ବନିମ୍ନ ୭୯.୧୨% ପିଲା ପାସ୍ କରିଛନ୍ତି। ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୨୦% ରହିଛି I ଛାତ୍ର ମାନଙ୍କ ଅପେକ୍ଷା ଛାତ୍ରୀ […]
Read More...

Advertisement